ପ୍ରକାଶ ପାଇଲା ଓଜେଇଇ ଫଳ : ଏମ୍‌ବିଏରେ ଶ୍ରଦ୍ଧାରବିନ୍ଦ ଓ ଏମ୍‌ସିଏରେ ଈଶାନ୍ତ ଟପ୍ପର

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ। ପୂର୍ବାହ୍ନ ସାଢ଼େ ୧୧ଟାରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍‌ ପରିଷଦ(ଏସ୍‌ସିଟିଇ ଆଣ୍ଡ୍‌ ଭିଟି) କାର୍ଯ୍ୟାଳୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏଥିରେ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି। ଏଥର ଏମ୍‌ବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବା … Continue reading ପ୍ରକାଶ ପାଇଲା ଓଜେଇଇ ଫଳ : ଏମ୍‌ବିଏରେ ଶ୍ରଦ୍ଧାରବିନ୍ଦ ଓ ଏମ୍‌ସିଏରେ ଈଶାନ୍ତ ଟପ୍ପର